ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଆ ନବ ବର୍ଷ ଅବସରରେ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ମହା ବିଷୁବ ପଣା ସଂକ୍ରାନ୍ତି ଓଡିଆ ନବ ବର୍ଷ ଅବସରରେ ହାର୍ଦିକ ଶୁଭକାମନା । ନୂଆ ବର୍ଷ ଆପଣଙ୍କ ପାଇଁ ଅପାର ଖୁସି ଓ ଉତମ ସ୍ୱାସ୍ଥ୍ୟ ନେଇ ଆସୁ । ଆସନ୍ତା ବର୍ଷ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେଉ ।
Post Views: 89,766