କବିତା ମୃତ୍ୟୁ ସନ୍ଦେହ ଘେରରେ
ସିମୁଳିଆ : ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତ ମାର୍କୋଣା ବଜ଼ାରରେ ନିଜ ଘରେ ପରିବାର ଲୋକ କେହି ନଥିଲେ କବିତା ପାତ୍ରୀ ଓ ହେଣ୍ଡି କେପଟ ଝିଅ ଟିଏ ଦୁଇ ତାଲା ଉପରେ ରହିଥିଲା ବେଳେ କେତେବେଳେ ଘରୁ ଆସିଛି କେହି ଜାଣି ନାଁହାନ୍ତି ସକାଳେ କବିତା ଙ୍କ ଘରେ କାମ କରୁଥିବା ମହିଳା ଜଣଙ୍କ ଉପର ତାଲା ଦୁଆର ମୁଁହ ସାମନାରେ ଚିନ୍ହି ନହେଉଥିବା ଓ ଅର୍ଦ୍ଧ ଦଗ୍ଧ ଶରୀର ଦେଖି ପାଖ ଲୋକଙ୍କୁ ଡାକି ଥିଲା ପାଖ ଲୋକ ମାନେ ସଙ୍ଗେ ସଙ୍ଗେ ଆସି ମୃତୁଞ୍ଜୟ ପାତ୍ରୀ ଙ୍କ ସ୍ତ୍ରୀ କବିତା ପାତ୍ରୀ ଙ୍କୁ ମାର୍କୋଣା ମେଡିକାଲକୁ ପଠାଇ ଥିଲେ ସେଠାରେ କାର୍ଯ୍ୟ ରତ ଡାକ୍ତର ପୋଡି ହଇଥିବାର କହିଥିଲେ କବିତା ଶରୀରଅତି ଗୁରୁତର ଥିବାରୁ ଡାକ୍ତର ଭଦ୍ରକ ପଠାଇ ଦେଇଥିଲେ ପରିବାର ଲୋକ ଆମ୍ବଳାନ୍ସ ରେ ନେଇ ନେଇ ଯାଉଥିଲା ବେଳେ ବାଟରେ ଯିବ ଚାଲି ଯାଇଥିଲା ସେଇଠୁ ପୁଣି ଫେଇ ଆଣୀ ସିମୁଳିଆ ମେଡ଼ିକାଲରେ ପହଞ୍ଚି ଥିଲେ ସିମୁଳୁଆ ପୋଲିସ ଖବର ପାଇ ଡାକ୍ତର ଖାନରେ ପଂହଁଞ୍ଚି ମର ଶରୀର କୁ ପୁଷ୍ଟମେଟମ ପାଁଇ ପଠାଇ ଅଛନ୍ତି ପୋଷ୍ଟମେଟମ ରିପଟ ଆସିଲେ ମୃତ୍ୟୁ ର କରଣ ଜଣାପଡିବ I
