ବାଲେଶ୍ବର : ବାଲେଶ୍ବର ଜିଲା ଖଇରା ତହସିଲ ବଡ଼ ନୂଆଗାଁ ପଞ୍ଚାୟତ ଅଧୀନ ଗେଙ୍ଗୁଟିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ। ଏଥିରେ ଗାଁର ବାବାଜୀ ଚରଣ ଦାସଙ୍କ ୪ ବଖରା ଘର ସମ୍ପୂର୍ଣ୍ଣ ଜଳିଯିବା ସହିତ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ବାବାଜୀ ଚରଣ ଦାସଙ୍କ ଘରେ ନିଆଁ ଲାଗିଯାଇଥିଲା।
Post Views: 2,727