କନ୍ଧମାଳ : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଥାନା ୫୯ନମ୍ବର ଜାତୀୟ ରାଜପଥ ନିକଟ ଡବେରୀ ଓ ପଂଚୁପଲ୍ଲୀରେ ଅଜଣା ଗାଡ଼ି ଧକ୍କା ରେ ୫ଗାଈ ମୃତ୍ୟୁବରଣ କରିଥିବା ଓ ୨ଟି ଗାଇ ଆହତ ହୋଇଥିବା ଜଣା ପଡିଛି । ଡବେରୀ ରେ ୩ଟି ଗାଈ ଙ୍କ ମୃତ୍ୟ ହୋଇଥିବା ବେଳେ ପଂଚୁପଲ୍ଲୀ ରେ ୨ଟି ଗାଈ ଙ୍କ ମୃତ୍ୟ ଘଟିଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।
Post Views: 34,095