ମହାଲକ୍ଷ୍ମୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଙ୍କ ଭେଟଘାଟ
କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ ମହାଲକ୍ଷ୍ମୀ ଉଚ୍ଚ ବିଦ୍ୟାଳୟ ୧୯୮୬ ବ୍ୟାଚ ପୁରାତନ ଛାତ୍ରଛାତ୍ରୀ ଙ୍କ ଏକ ସମାବେଶ ସ୍ଥାନୀୟ ମହାଲକ୍ଷ୍ମୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଦିର୍ଘ ଦିନରୁ ସମସ୍ତେ ଏକାଠି ହୋଇ ନିଜ ଜିନ ଭିତରେ ଆଦାନ ପ୍ରଦାନ ସହ ସୁଖଦୁଃଖ ବାଣ୍ଟିଥିଲେ । ଏହି ସମାବେଶରେ ପ୍ରଶନ୍ନ କୁମାର ପ୍ରଧାନ,ମନୋଜ କୁମାର ସାହୁ,ମୋହନ କୁମାର ମହାନ୍ତ,ପ୍ରଦୀପ କୁମାର ପରିଡା,ରାହାସ ବିହାରୀ ଦଣ୍ତସେନା,ରାବନ୍ୟବତୀ ବ୍ରହ୍ମ,ଗୀତାଞ୍ଜଳୀ ଦଣ୍ତସେନା,ନେତ୍ରାନନ୍ଦ ଦେହୁରୀ,ପରେଶ ଚନ୍ଦ୍ର ଦେହୁରୀ,ଦାଶରଥି ସାହୁ,ବିଜୟ କୁମାର ସାହୁ,ସରୋଜ କୁମାର ସାହୁ,ଯାଦବ ସାହୁ,ଶିବାନନ୍ଦ ବାରିକ,ବିଜୟ କୁମାର ପ୍ରଧାନ,ପ୍ରଦୁନ୍ନ କୁମାର ବେହେରା ପ୍ରମୁଖ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
