ସମାନ ବିଚାର ଧାରାରେ ଚାଲିଥିବା ଦଳକୁ ସାଥିରେ ନେଇ ଚାଲିବ କଂଗ୍ରେସ- ଖଡଗେ
ରାୟପୁର : କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାଅର୍ଜୁନ ଖଡଗେ କହିଛନ୍ତି ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଯେଉଁ ପାର୍ଟି ସମାନ ବିଚାରଧାରାରେ ଚାଲୁଥିବା ଦଳକୁ ସାଙ୍ଗରେ ନେଇ ଚାଲିବ । ଖଡଗେ ଶନିବାରଦିନ କଂଗ୍ରେସର ୮୫ତମ ଅଧିବେଶନର ଦିତୀୟ ଦିନର ପ୍ରଧମ ଅଧବେଶନରେ ରାୟପୁରରେ ସମ୍ବୋଧିତ କରି କହିଛନ୍ତି କଂଗ୍ରେସ ଏବେ ସବୁଦଳକୁ ସାଥିରେ ନେଇ ଚାଲିବ ଯାହା ଭାଜପା ଏବଂ ଆରଏସ ଏସ୍ର ବିଚାର ଧାରାରେ ଲଢିବା ପାଇଁ ସଜାଗ ହେବାକୁ ପଡିବ । ସମାନ ବିଚାର ଧାରାର ଲୋକଙ୍କୁ ଏକ ମଂଚରେ ଆସିବା ଜରୁରୀ ଅଛି ତେବେ ଯାଇଁ ଦେଶରେ ସଂମ୍ବିଧାନିକ ସସ୍ଥାକୁ ବଂଚା ଯାଇ ପାରିବ ।
