ଦେଶି ମଦ ଚାଲଣ ବେଳେ ଚଢାଉ, ଜଣେ ଗିରଫ
ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ମାଳି ଦଳେଇପୁଟ ଗ୍ରାମର ଭଗବାନ ଭୁମିଆ । ଅବକାରି ବିଭାଗ ସୁଚନା ଅନୁଯାଇ ଦେଶେି ମଦ ଧରି ଚାଲାଣ କରୁଥିବା ବେଳେ ଜୟପୁର ଅବକାରି ବିଭାଗ ସୁଚନା ପାଇ ମାଳି ଦଳେଇପୁଟ ଠାରେ ଚଢାଉ କରି ଭଗବାନ ଭୁମିଆକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ୧୮ ଲିଟର ଦେଶି ମଦ ଜବତ କରି ଥିବା ଅବକାରୀ ଓଆଇସି ସଞ୍ଜୟ କୁମାର କାଣ୍ଡି ସୁଚନା ଦେଇଛନ୍ତି ।
