ସମ୍ବଲପୁର ସରିଲା ନିର୍ବନ୍ଧ, ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର-ବଲାଙ୍ଗିର ଜିଲାପାଳ February 20, 2023 ସମ୍ବଲପୁର : ବିବାହ ବନ୍ଧନରେ ଆବଦ୍ଧ ହେବେ ଓଡ଼ିଶାର ଦୁଇ ଜିଲ୍ଲା ପାଳ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବିବାହ ହେବ । ଗତକାଲି ସମ୍ବଲପୁରରେ ଉଭୟଙ୍କର ନିର୍ବନ୍ଧ ସଂପନ୍ନ ହୋଇଛି । ଉଭୟଙ୍କର ଏହା ହେବ ଦ୍ୱିତୀୟ ବିବାହ। Post Views: 2,866 Spread the love Tags: Sambalpur Continue Reading Previous: ୩୦ କେଜି ଗଞ୍ଜେଇ ଜବତ, ୩ ଗିରଫNext: ବାମରାରେ ରେଳ ରହଣୀ ଦାବି, ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକୋ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ସମ୍ବଲପୁର ସାଂସଦ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିବେ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ସମ୍ବଲପୁର ସାଂସଦ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିବେ ପ୍ରଣବ ପ୍ରକାଶ ଦାସ April 30, 2024 ବ୍ରହ୍ମକୁମାରୀ ଅନୁଷ୍ଠାନର ନୂତନ ଭାରତରେ ନୂତନ ଶିକ୍ଷା ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି ସମ୍ବଲପୁର ବ୍ରହ୍ମକୁମାରୀ ଅନୁଷ୍ଠାନର ନୂତନ ଭାରତରେ ନୂତନ ଶିକ୍ଷା ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି November 22, 2023 ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଲେ ୫-ଟି ଏବଂ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ସମ୍ବଲପୁର ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଲେ ୫-ଟି ଏବଂ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ November 9, 2023 ଆଜି ଦିନକ ପାଇଁ ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ ବାତିଲ ସମ୍ବଲପୁର ଆଜି ଦିନକ ପାଇଁ ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ ବାତିଲ November 9, 2023 ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ : ପ୍ରଥମେ ଥଇଥାନ, ପରେ ଉଚ୍ଛେଦ ଦାବି ସମ୍ବଲପୁର ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ : ପ୍ରଥମେ ଥଇଥାନ, ପରେ ଉଚ୍ଛେଦ ଦାବି October 13, 2023 ଉପର ମୁଣ୍ଡରେ ପ୍ରବଳ ବର୍ଷା, ୬ ଟି ଗେଟ୍ ଖୋଲିଲା ହୀରାକୁଦ ସମ୍ବଲପୁର ଉପର ମୁଣ୍ଡରେ ପ୍ରବଳ ବର୍ଷା, ୬ ଟି ଗେଟ୍ ଖୋଲିଲା ହୀରାକୁଦ September 22, 2023