ଦେଶରେ ଗୁରବାର ସୁଦ୍ଧା ଦିଆଗଲାଣି ୨୨୦. ୬୩ କୋଟିରୁ ଅଧିକ କରୋନା ଟୀକା
Israelis recieve a third dose of the COVID-19 vaccine at a Health Care center in Katzrin, Golan Heights, November 16, 2021. Photo by Michael Giladi/Flash90 *** Local Caption *** çéñåï ÷åøåðä çéñåðéí ÷åøåðä çåìéí
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ବୁଧବାର ସକାଳ ୮ ଟା ସୁଦ୍ଧା ୨୨୦.୬୩ କୋଟି ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୨୧ ହଜାର ୫୮୩ ରୁ ଅଧିକ ଟିକା ଦିଆଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ଗୁରବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୨୦.୬୧ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଗତ ୨୪ ଘଂଟାରେ ଦେଶରେ ସମୁଦାୟ ଆକ୍ଟିଭ୍ କେସ ୧୮୩୫ ଅଛି । ଗତ ୨୪ ଘଂଟାରେ ଆକ୍ଟିଭ କେସ ୦.୦୧ ପ୍ରତିଶତ ଅଛି । ।
