ଭୁବନେଶ୍ୱର : ତାଳଚେର ବିଧାୟକ ବ୍ରଜ ପ୍ରଧାନ ଦ୍ୱିତୀୟ ଥର ପାଇଁ ପ୍ରବର୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି । ତାଙ୍କୁ ଦୀର୍ଘ ସମୟ ଧରି ଇଡି ପକ୍ଷରୁ ଜେରା କରା ଯାଇଥିବା ଜଣା ପଡିଛି । ସେ ଖଣି ସମ୍ପର୍କିତ ମାମଲାରେ ଇଡିରେ ହାଜର ହୋଇଥିଲେ । ଏହା ପୂର୍ବରୁ ମଧ୍ୟ ସେ ଥରେ ପ୍ରବର୍ତନ ନିର୍ଦେଶାଳୟରେ ହାଜର ହୋଇଥିଲେ ।
Post Views: 45,778