ବାଲେଶ୍ୱର : ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଆଜି ସନ୍ଧ୍ୟା ୫ଟାରୁ ସ୍ଲଟ ବୁକିଂ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଟିକାକରଣ ପାଇଁ ସୋମବାର ସନ୍ଧ୍ୟା ୫ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ । ଏହି ସ୍ଲଟ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ପ୍ରଦାନ କରାଯିବ । ଟିକା ନେଇ ନଥିବା ବ୍ୟକ୍ତିବିଶେଷ କୋ-ଓ୍ବିନ (କୋ-win) ପୋର୍ଟାଲକୁ ଯାଇ ଏହି ସ୍ଲଟ ବୁକିଂ କରିପାରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Online registration for Covid vaccination of 18-44 age group will open @ 5pm today.
— DM Balasore (@DBalasore) June 14, 2021
Kindly book a slot on Cowin portal…
Further details will be shared soon.#OdishaFightsCorona #odishacares
Kindly Find the details of the Vaccination for 18-44 age group for 1st dose on 15th and 16th June.
— DM Balasore (@DBalasore) June 14, 2021
Please follow the guidelines to book a slot online. No spot registration is allowed.
For the 45+ age group, a separate schedule will be announced. pic.twitter.com/SwAAT3iY1m
ଆଉ କିଛି ସମୟ ପରେ ସମ୍ପୂର୍ଣ୍ଣ ଟିକାକରଣର ବିବରଣୀ ପ୍ରଦାନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
