ଚାଲାଣ ବେଳେ ୪୨୦ କଫ ସିରପ ଜବତ .୨ ଗିରଫ
ବଲାଙ୍ଗିର : ଆଜି ସକାଳେ ବଲାଙ୍ଗିର ଟାଉନ ପୁଲିସ ଗୋଟିଏ ପଲ୍ସର ଗାଡ଼ି ସହିତ ୪୨୦ ବୋତଲ କଫ ସିରପ ବିକ୍ରି ପାଇଁ ନେଉଥିବା ଦୁଇଜଣଙ୍କୁ ଲଲିତ ନଗର ରୁ ଗିରଫ କରି କୋର୍ଟଚାଲାଣ କରିଥିବା ଥିବା ସଦର ଏସ୍ ଡି ପି ଓ ତୁଫାନ୍ ବାଗ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ହେଲେ ଲଲିତ ନଗର ର ବିଶ୍ୱନାଥ ବେହେରା ଓ ବରପାଲି ପଡା ର ସଚିନ ଦଳାଇ ଅନ୍ୟ ଜଣେ ଯିଏ ମୁଖ୍ୟ ଯୋଗାଣ କାରୀ ଆଗରୁ ୩/୪ ଥର ଏହି ମାମଲାରେ ଗିରଫ ହୋଇଥିଲା ବରପାଲି ପଡା ର ମଣ୍ଟୁ ଜେନା କୁ ପୋଲିସ ଖୋଜୁଛି ତାକୁ ଧରାଯିବ ବୋଲି ସେ କହିଛନ୍ତି ।
