ଜମ୍ମୁ : ଜମ୍ମୁ-କାଶ୍ମୀର ରେ ବୁଧବାର ସକାଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ସକାଳେ ୯.୧୫ ସମୟରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ଥିଲା । ଭଦ୍ରବାହ, କଠୁଆ, ଡୋଡା, ଉଦ୍ଧମପୁର, ଜମ୍ମୁ, କଟଡ଼ା ଏବଂ ଶ୍ରୀନଗରରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କି.ମି. ତଳେ ଥିଲା ।
Post Views: 65,327