ଯାଜପୁର : ମାଘ ମାସ ତ୍ରିବେଣୀ ଅମାବାସ୍ୟା ତିଥିରେ କ୍ଷେତ୍ରେଶ୍ୱରୀ ଶ୍ରୀବିରଜାଙ୍କ ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ଏକ ସାଂସ୍କୃତିକ ସଭା ସ୍ଥାନୀୟ ବିରଜା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା... Read More
Year: 2023
ଲସ୍ ଆଞ୍ଜେଲସ: ଆମେରିକାର ଲସ୍ ଆଞ୍ଜେଲସର ଏକ ପାର୍କରେ ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଲସ୍ ଆଞ୍ଜେଲସରୁ ପ୍ରାୟ ୧୨ କିଲୋମିଟର ପୂର୍ବରେ ଥିବା ମୋଣ୍ଟେରୀ ପାର୍କରେ ଚାଇନିଜ୍ ନୂଆ ବର୍ଷ... Read More
ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଅଭିନେତା ଅନୁପମ ଖେର। ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲାପରେ ଅନୁପମ ଭୁବନେଶ୍ଵର ଆସିଥିଲେ । ନବୀନ ନିବାସରେ... Read More
ଭୁବନେଶ୍ୱର : ହକି ବିଶ୍ୱକପ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ସ୍ପେନ । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମାଲେସିଆକୁ ସୁଟଆଉଟରେ ପରାସ୍ତ କରିଛି ସ୍ପେନ । ନିର୍ଦ୍ଧାରିତ ସମୟର... Read More
କଟକ : ଭେଜାଲ ଓ ନକଲି ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଥିବା କଟକରୁ ଏବେ ନକଲି ଆକ୍ୱାଗାର୍ଡ ଜବତ ହୋଇଛି । ଆଜି କଟକ ବାଦାମବାଡି ଥାନା ପୋଲିସ ନକଲି ଆକ୍ୱାଗାର୍ଡ ତିଆରି ଓ ବିକ୍ରି... Read More
ବାରିପଦା : ଦୁଷ୍କର୍ମ ଉଦ୍ୟମକାରୀକୁ କୋଦାଳରେ ହାଣି ହତ୍ୟା କରିଛନ୍ତି ଜଣେ ମହିଳା। ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ ଘଟିଛି ଏହି ଘଟଣା । ତେବେ ଦୁଷ୍କର୍ମ ଉଦ୍ୟମକାରୀଙ୍କ ମୃତଦେହ ମିଳିବା... Read More
ଭୁବନେଶ୍ୱର : ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ହୋଇଛି । ଭୁବନେଶ୍ୱରର ୟୁନିଟ-୬ରେ ଥିବା ପ୍ରବୋଧଙ୍କ ସରକାରୀ କ୍ୱାର୍ଟରରୁ ଚୋରି ହୋଇଛି । ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର... Read More
ପୁରୀ : ବଢ଼ୁଛି ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଅଡ଼ୁଆ । ସମ୍ବାଦିକ ସମ୍ମିଳନୀରେ ପତ୍ନୀ ଶ୍ରୀୟାଙ୍କ ବଡ଼ ବୟାନ । ଘଟଣାରେ ରହିଛି ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି । ସିନ୍ଦୂର ଟିକିଲି ଲଗାଇବାକୁ... Read More
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଦୁର୍ନୀତି ଅଭିଯୋଗ ପରେ କ୍ରୀଡ଼ା ମନ୍ତ୍ରଣାଳୟ ଶେଷରେ ଆକ୍ସନ ମୋଡକୁ ଆସିଛି । ଡବ୍ଲୁଏଫ୍ଆଇର... Read More
ଚଣ୍ଡିଖୋଲ : ଯାଜପୁର ଜିଲା ବୈରୀ ଥାନା ଅଧିନ ଚମ୍ପାପୁର ଠାରେ ଦୋକାନ ଉପରକୁ ବୋମାମାଡ଼ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଯେ, ଶନିବାର ବିଳମ୍ବିତ... Read More
