ନୀଳଗିରି : ମୁଁ ବଞ୍ôଚଛି । ମୋତେ ବଞ୍ôଚବାକୁ ଦିଅନ୍ତୁ ବିଡିଓ ମହୋଦୟ । ଏହିଭଳି ଏକ ବେଦନା ଭରା ଦରଖାସ୍ତକୁ ନେଇ ନୀଳଗିରି ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି ୮୩ବର୍ଷୀୟ ଜଣେ ବୃଦ୍ଧ... Read More
Year: 2023
ଭୁବନେଶ୍ୱର : ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଏସପିଙ୍କୁ ରାହୁଲ ଜୈନଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପରମାର ସ୍ମିତଙ୍କୁ ଝାରସୁଗୁଡ଼ାର ନୂଆ... Read More
ବାଲିଆପାଳ : ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ମାର୍ଚ୍ଚ ୧୫ରେ ଷ୍ଟ୍ୟାରିଂ ଛାଡ଼ ଆନ୍ଦୋଳନର ଡାକରାକୁ ସଫଳ କରିବା ପାଇଁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଶାଖା ପକ୍ଷରୁ ଦକ୍ଷିଣ ବାଲିଆପାଳର ଡଗରା ବେଳାଭୂମିରେ... Read More
ଔପଦା : ଔପଦାରୁ ରଙ୍ଗାମାଠିଆ ପର୍ଯ୍ୟନ୍ତ ନିର୍ମାଣଧୀନ ଆରଡ଼ି ରାସ୍ତାର କଲରାପାଳ ଗ୍ରାମ ଠାରୁ ପାଟପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ବନ୍ଦ ଥିବାରୁ ସ୍ଥାନୀୟ ଗ୍ରାମର ମହିଳାମାନେ ରାସ୍ତା ସହ ଡ୍ରେନ ନିର୍ମାଣ... Read More
ଜଳେଶ୍ୱର : ବାଲେଶ୍ଵର ଜିଲା ଜଳେଶ୍ଵର ଥାନା ଅଧୀନ ପଥରପୁରା ଅଞ୍ଚଳର ମାଲଗୋଦାମ ସାହିରୁ ୨୬୯ଗ୍ରାମ ବ୍ରାଉନ ସୁଗାର ଜବତ। ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ହେବ ବୋଲି... Read More
ଭୁବନେଶ୍ୱର : ରାଜ୍ୟ ହକି ପାଇଁ ଗୈାରବ ଆଣିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ। ଚଣ୍ଡିଗଡ଼ରେ ଆୟୋଜିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ହକି ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମହିଳା ହକି ଦଳ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ... Read More
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା ମାମଲାରେ ଦିଲ୍ଲୀ କୋର୍ଟ ଆଜି ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୋମବାର ଏହି ମାମଲାରେ କୋର୍ଟ ନିଜ... Read More
ବ୍ରହ୍ମପୁର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କ ବଡ଼ ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଜେରା ପରେ ଅଧିକ ତଥ୍ୟ ହାସଲ ପାଇଁ... Read More
ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇକୁ ଆଉ ଏକ ସଫଳତା। ଏହି ଶିଳ୍ପ ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ପ୍ରସ୍ତୁତ ଆଉ ଏକ କଳାକୃତି ପୁଣି ଏକ ରେକର୍ଡ ପୁସ୍ତକରେ ସ୍ଥାନ ପାଇଛି। ହକି... Read More
ମୋର୍ବି : ଗୁଜରାଟର ମୋର୍ବି ଝୁଲାପୋଲ ଭୁଶୁଡ଼ିବା ମାମଲାରେ ଓରେଭା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ (ଏମଡି) ଜୟସୁଖ ପଟେଲ ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଯେ, ଏହି ମାମଲାରେ ଜାନୁଆରୀ ୨୭ରେ ପୋଲିସ... Read More
