Year: 2023

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ରେ ଏକ ନୂଆ ନିୟମ ଲାଗୁ କରାଯିବ । ଏହି ନିୟମ ଅନୁଯାୟୀ ଟସ୍ ପରେ କ୍ୟାପଟେନ୍ ନିଜ ଚୂଡାନ୍ତ ଏକାଦଶ ଚୟନ କରିପାରିବେ । ପୂର୍ବରୁ ଟସ୍ ପୂର୍ବରୁ ଉଭୟ... Read More
ନୂଆଦିଲ୍ଲୀ: ଭାରତରେ କରୋନା ପୁଣି ଲମ୍ବାଡିଆଁ ମାରିବାରେ ଲାଗିଛି । ସରକାରୀ ତଥ୍ୟ ଅନୁଯାୟୀ ଗତ ଏକ ସପ୍ତାହ ମଧ୍ୟରେ ଦେଶରେ ପ୍ରତିଦିନ ହାରାହାରି ୮୮୮ ନୂଆ ମାମଲା ରିପୋର୍ଟ କରାଯାଉଛି। ଗତ ୨୪... Read More
ନୀଳଗିରି : ରାଜ୍ୟରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଗଜରାଜ । ଦୈନିକ କେଉଁଠୁ ନା କେଉଁଠୁ ହାତୀ ମୃତ୍ୟୁ ନେଇ ଖବର ସାମ୍ନାକୁ ଆସୁଛି । କେତେବେଳେ ଅସୁସ୍ଥତା କାରଣରୁ ତ କେତେବେଳେ ଶିକାରୀଙ୍କ ଦ୍ୱାରା... Read More
ବାଲେଶ୍ୱର : ବାଲେଶ୍ୱର ସହରର ଏକ ଗେଷ୍ଟ ହାଉସ୍‌ରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଉଦ୍ଧାର କରି ଜିଲା... Read More
ଭୁବନେଶ୍ୱର : ମଦ୍ୟପ ଗାଡ଼ି ଚାଳକ ସାବଧାନ । ମଦ ପିଇ ଗାଡ଼ି ଚଳାଇଲେ ସିଧା ଜେଲ୍ ଯିବେ ଡ୍ରାଇଭର । ମଦୁଆ ଡ୍ରାଇଭରଙ୍କୁ ସାବାଡ଼ କରିବାକୁ ଆଜିଠାରୁ ଏହି ବଡ଼ ଅଭିଯାନ ଆରମ୍ଭ... Read More
ଚଣ୍ଡିଗଡ଼: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂକୁ ଖୋଜୁଥିବା ପଞ୍ଜାବ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଅମୃତପାଲ ସିଂର ଗନମ୍ୟାନ୍ ତେଜିନ୍ଦର ସିଂ ଓରଫ୍ ଗୋରଖା ବାବାକୁ ଗିରଫ କରିଛି। ଗୋରଖା ଅମୃତପାଲ ସିଂର... Read More
ପୁରୀରେ ବଙ୍ଗୀୟ ଅତିଥି ଭବନ ପାଇଁ ଦୁଇ ଏକର ଜମି ଉପହାର ପ୍ରଦାନ ଭୁଵନେଶ୍ବର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ... Read More
ଛତ୍ରପୁର: ଆସନ୍ତା ୨୬ ତାରିଖ ରବିବାର ଗଞ୍ଜାମ ଜିଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ସମେତ କବିସୂର୍ଯ୍ୟନଗର ଓ ଛତ୍ରପୁର ଠାରେ ୩ଟି ସମାବେଶରେ ଯୋଗ... Read More
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ଏକ ପଶ୍ଚିମାଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଏହାର ପ୍ରଭାବରେ ଆଜି ରାତିଠୁ ୨୬ ତାରିଖ ପର୍ଯ୍ୟନ୍ତ... Read More
ବୌଦ୍ଧ : ବୌଦ୍ଧରେ ବଜ୍ରକାପ୍ତା ବିକ୍ରି ଡିଲ୍ ବେଳେ ଏସଟିଏଫ ଚଢାଉ କରି ୨ଟି ବଜ୍ରକାପ୍ତା ଉଦ୍ଧାର କରିଛି । ଏଥିରେ ସମ୍ପୃକ୍ତ ଥିବା ୨ ଶିକାରୀଙ୍କୁ ଗିରଫ କରାଯାଇଛି । ସୂଚନା ଯେ,... Read More

Categories