Year: 2023

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଂଟା ମଧ୍ୟରେ କରୋନାର ୧୦,୧୫୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଅବଧିରେ ୫,୩୫୬ ରୋଗୀ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା... Read More
ରାଂଚି : ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ଟିମ୍ ଆଇଏଏସ ଅଧିକାରୀ ଛବି ରଞ୍ଜନଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଗୁରୁବାର ସକାଳ ଠାରୁ ଚଢ଼ଉ ଜାରୀ ରଖିଛି । ଏପରିକି ଛବି ରଞ୍ଜନଙ୍କ ପତ୍ନୀ... Read More
ଚଣ୍ଡୀଗଡ଼ : ପଞ୍ଜାବର ହୋଶିୟାରପୁର ଗଢ଼ଶଙ୍କର ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁ ରବିଦାସଙ୍କ ତପସ୍ଥଳି ଶ୍ରୀ ଖୁରାଲଗଢ଼ ସାହିବରେ ବୈଶାଖୀ ଅବସରରେ ଦର୍ଶନ କରିବାକୁ... Read More
ଭୁବନେଶ୍ୱର : ‘ରାଜଧାନୀ ପ୍ରତିଷ୍ଠା ଦିବସ’ ଅବସରରେ ଗୁରୁବାର ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଛକ ଠାରେ \’ସେବା\’ ବିଚାରରେ ବିଜେପି ପକ୍ଷରୁ ହୋଇଥିବା ଏକ ଜଳଛତ୍ର ଶିବିରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ... Read More
ପ୍ରୟାଗରାଜ : ଉମେଶ ପାଲ ହତ୍ୟାକାଣ୍ଡରେ ମାଫିୟା ଅତିକ ଅହମ୍ମଦ ଏବଂ ଅଶରଫର ଗୁରୁବାର ଦିନ ପ୍ରୟାଗରାଜର ଏକ ଅଦାଲତରେ ହାଜିର ହୋଇଛି । ପୋଲିସ୍ ପଚରାଉଚୁରା ପାଇଁ ୧୪ଦିନର ରିମାଣ୍ଡ ମାଗିଥିଲା, କିନ୍ତୁ... Read More
ଦେରାଡୁନ : ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୪ ଏପ୍ରିଲରୁ ତିନିଦିନ ପାଇଁ ଉତରାଖଣ୍ଡ ଭ୍ରମଣରେ ଆସିବେ । ସେ ଏହି ଅବସରରେ ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମିରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ... Read More
ରାୟପୁର : ଛତୀସଗଡର ବସ୍ତରରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଗସ୍ତ ସମୟରେ ନକ୍ସଲମାନେ ବୀଜାପୁରର ପଦେଡା ଗ୍ରାମ ପାଖ ଗଂଗାଲୁର ଥାନା ଅଂଚଳ ଗଂଗାଲୁର ମାର୍ଗରେ ଏକ ନିର୍ମାଣ ପରିବହନର ଦୁଇ ଟିପ୍ପର... Read More
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ରାଜଧାନୀ ପ୍ରତିଷ୍ଠା ଦିବସ\’ ଅବସରରେ ଶୁଭେଚ୍ଛା... Read More
ଦଶପଲ୍ଲା : ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଂକ ୫୭ତମ ଶ୍ରାଦ୍ଧ ବାର୍ଷିକୀ ଗୁରୁବାର ଦିନ ପୂଜ୍ୟପୂଜା ସମିତି, ଦଶପଲ୍ଲା ପକ୍ଷରୁ ସ୍ଥାନୀୟ ଇଲେଭେନଷ୍ଟାର ସ୍ପୋର୍ଟିଂ କ୍ଳବଠାରେ ପାଳିତ ହୋଇଯାଇଛି। ସମାଜସେବୀ ଶିଶିର କୁମାର ଦାଶଙ୍କ... Read More
କେନ୍ଦୁଝର : ତେଲକୋଇ ବ୍ଲକ ରାଇସୁଆଁ ପଂଚାୟତ ରେ ଦେଶୀ ବିଦେଶୀ ମଦର ବହୁଳ ବ୍ୟବସାୟ ଚାଲିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ଶେଷରେ ଆକ୍ସନ ମୋଡ ରେ ଆସିଛି ଅବକାରୀ ବିଭାଗ... Read More

Categories