ସମ୍ବଲପୁର : ଉପରମୁଣ୍ଡରେ ଲଗାଣ ବର୍ଷା ଜାରି । ଫଳରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ... Read More
Year: 2023
ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ଚୋରି । ଚୁଡ଼ଙ୍ଗ ସାହି ଚିନ୍ମୟ ସ୍କୁଲ୍ ନିକଟରେ ରହୁଥିବା ସୁଶାନ୍ତ କୁମାର ରାଉତରାୟ ଗିରଫ । ସୁଶାନ୍ତ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପିଅନ ଭାବେ କାମ କରନ୍ତି ।... Read More
ଶୁଣିଲାନି ବିଏମସି, ତୀବ୍ର ହେଲା ଉଠା ଓ ସ୍ଥାୟୀ ଦୋକାନୀଙ୍କ ବିବାଦ ଭୁବନେଶ୍ୱର : ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀଙ୍କ ବିବାଦର ସମାଧାନ ହେଲାନି । ଶେଷରେ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୟୁନିଟ-୨ ସ୍ଥିତ ମାର୍କେଟ... Read More
ଆଳି : କେନ୍ଦ୍ରାପଡା ଜିଲା ଆଳିରେ ଶିଆଳ ଆତଙ୍କ । ୨ଦିନରେ ୩୦ଜଣଙ୍କୁ କାମୁଡିଲାଣି ଶିଆଳ । ଲୋକେ ଘରୁ ବାହରିବାକୁ ଭୟ କରୁଛନ୍ତି । ଘରୁ ବାହାରିଲେ ଠେଙ୍ଗାବାଡି ଧରି ବାହାରୁଛନ୍ତି ।... Read More
ବାରିପଦା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକରେ ଅଘଟଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ । ତାଙ୍କୁ ଉଦ୍ଧାର କରାଯାଇ ଭର୍ତ୍ତି କରାଯାଇଛି । ସୂଚନା... Read More
ଭୁବନେଶ୍ୱର : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବୋଲ ବମ୍ ହର୍ ହର୍ ବମ୍ରେ କମ୍ପୁଛି ଶୈବ ପୀଠ। ଦେବେ ଦେବ ମହାଦେବଙ୍କୁ ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ... Read More
ବ୍ରହ୍ମପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ୍ ତଥା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକରପୁର ଗ୍ରାମରେ କୂଅ ଓଝାଳିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କୂଅ ମଧ୍ୟରେ ଅମ୍ଳଜାନ ଅଭାବରୁ ଶ୍ୱାସରୁଦ୍ଧ ହୋଇ ପ୍ରାଣ... Read More
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ବ୍ୟାପକ ବର୍ଷା ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ... Read More
ଚେନ୍ନାଇ: ଇଡି ଟାର୍ଟେଟରେ ତାମିଲନାଡୁର ପୁଣି ଏକ ମନ୍ତ୍ରୀ । ମନି ଲଣ୍ଡରିଂ ମାମଲାରେ ଡିଏମକେ ନେତା ତଥା ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡି ଓ ତାଙ୍କ ସାଂସଦ ପୁଅ ଗୌତମ ସିଗାମାଣିଙ୍କ... Read More
ବ୍ରହ୍ମପୁର : ଧରାପଡିଲେ ନକଲି ଏମ୍ସ ଡାକ୍ତର। ଏମ୍ସ ଡାକ୍ତର କହି କ୍ଲିନିକ ଖୋଲିଥିଲେ। ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଡ଼େଙ୍ଗାଉସ୍ତା ନିକଟସ୍ଥ ସିଙ୍ଗପୁର ରୋଡ଼ରେ ଥିବା ଏକ ଔଷଧ ଦୋକାନରୁ ଜଣେ ନକଲି... Read More
